* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 1, 2017

ମକା ଚକୁଳି – Corn Pitha

ମକା ଚକୁଳି – Corn Pitha
ପ୍ରସ୍ତୁତି  ସାମଗ୍ରୀ :
ମକା 4 ଟି , କଞ୍ଚା ଲଙ୍କା 2 ଟି , ଲେମ୍ବୁ ୧/୨ ଫାଳ , ଲୁଣ ଓ ତେଲ ସ୍ଵାଦ ଅନୁସାରେ  ।

ପ୍ରଣାଳୀ  :

ମକା ଚକୁଳି ତିଆରି କରିବା ଯେତେ ସହଜ ସେତେ ସ୍ଵାଦିଷ୍ଟ ମଧ୍ୟ । ପ୍ରଥମେ ମକାକୁ ଛଡାଇ ସେଥିରେ କଞ୍ଚା ଲଙ୍କା ୨ ଟି ବା ସ୍ଵାଦ ଅନୁସାରେ ଦେଇ ଏହାକୁ ଭଲଭାବେ ଚିକ୍କଣ କରି ବାଟି ଦିଅନ୍ତୁ କିମ୍ବା ଗ୍ରାଇଣ୍ଡିଙ୍ଗ କରି ରଖନ୍ତୁ । ଏହାପରେ ଏଥିରେ  ଲେମ୍ବୁ ରସ ମିଶାଇ ୧ -୨ ଘଣ୍ଟା ରଖି ଦିଅନ୍ତୁ । 
ଏହାପରେ ତାୱାରେ ତେଲ ଘଷି ଗରମ କରି ପତଳା ପତଳା କରି ଚକୁଳି ପିଠା କରନ୍ତୁ । ଉପରେ ତେଲ ଦେଇ ମସମସ କରି ସ୍ଵାଦିଷ୍ଟ ମକା ପିଠା ଗରମ ଗରମ ପରଶନ୍ତୁ ।