* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Mar 10, 2017

ପଣସ କଠା ମୁଗଡାଲି ତରକାରୀ - Jack Fruit Moong Dal Curry

ପଣସ କଠା  ମୁଗଡାଲି ତରକାରୀ - Jack Fruit Moong Dal Curry

ପ୍ରସ୍ତୁତି  ସାମଗ୍ରୀ – 


ମୁଗ ଡାଲି ୨ କପ , ପଣସ କଠା ( ଛୋଟ ଛୋଟ ଓ ସରୁ ସରୁ ) କଟା ୨ କପ, ଘିଅ ୩ ଚାମଚ , ପିଆଜ ୩ ଟି , ଗରମ ମସଲା ( ବଟା ) ୨ ଚାମଚ , ଧନିଆ ପତ୍ର  ୨ ଚାମଚ , ହଳଦୀ ଓ ଲୁଣ ଆବଶ୍ୟକ ଅନୁସାରେ ।


ପ୍ରଣାଳୀ –


ପ୍ରଥମେ ପ୍ରେସର କୁକରରେ ମୁଗଡାଲି ଓ ପଣସ କଠାକୁ  ଲୁଣ , ହଳଦୀ ସିଝାଇ ଦିଅନ୍ତୁ ।  ପ୍ରେସର ଖୋଲି ରଖନ୍ତୁ । କରେଇରେ ଘିଅ , ଜୀରା ଫୁଟେଇ ପିଆଜ ପକାଇ ଭାଜନ୍ତୁ ।  ପିଆଜ ବାଦାମୀ ରଙ୍ଗ ରଙ୍ଗର ହେଲେ ଡାଲମା ବଘାରନ୍ତୁ । 

ଏହାପରେ ଗରମ ମସଲା ଓ ଧନିଆ ପତ୍ର ଦେଇ ଅଞ୍ଚରୁ ବାହାର କରି ରଖନ୍ତୁ । ଏହା  ଗରମ ଗରମ ପରସନ୍ତୁ । ଏହା ପୁଷ୍ଟିକର ଓ tasty ମଧ୍ୟ ।