* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 1, 2016

ବେସର ବଡି - Besar Badi

ବେସର ବଡି - Besar Badi
ସାମଗ୍ରୀ:-

 ୧୦-୧୫ଟି ବିରି ବଡି , ୪ଟି ଟମାଟୋ, ୨-୪ଟି କଞ୍ଛା ଲଙ୍କା (ଛୋଟ ଛୋଟ କରି କଟା ), ୧ ଚାମଚ ପାଞ୍ଚ ଫୁଟଣ , ୪-୫ ଚାମଚ  , ୧ ଚାମଚ ବଟା ପିଆଜ , ହଳଦୀ ଗୁଣ୍ଡ , ତେଲ , କିଛି ଧଣିଆ ପତ୍ର ଓ  ଲୁଣ ସ୍ଵାଦ ଅନୁସାରେ

ପ୍ରସ୍ତୁତି  ପ୍ରଣାଳୀ:


ପ୍ରଥମେ କରେଇ ଗରମ  କରି ସେଥିରେ ତେଲଦେଇ ବଡି ପକାଇ  କମ ଆଞ୍ଚରେ ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜି ରଖନ୍ତୁ ଗରମ  ଏହାପରେ କରେଇ ଗରମ କରି ଟମାଟୋ , ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଅଳ୍ପ ପାଣି ଦେଇ ବସାଇ ଦିଅନ୍ତୁ ।  ୨-୩ ମିନିଟ ଫୁଟି ଗଳାପରେ ଏଥିରେ ସୁରିଷ ତେଲ , ବଟା ପିଆଜ  ପକାଇ ୬-୭ ମିନିଟ ରୋଷେଇ କରନ୍ତୁ   ଏବେ ଏଥିରେ ଭଜା ହୋଇ ଥିବା ବଡି ପକାଇ ୧/୨ କପ ପାଣି ଦେଇ ୨-୩ ମିନିଟ କମ ଆଞ୍ଚରେ ବସାଇ ରଖନ୍ତୁ ଅନ୍ୟ ଏକ କରେଇରେ / ପ୍ୟାନରେ ତେଲ ଗରମ କରି ପାଞ୍ଚ ଫୁଟଣ ଫୁଟାଇ ସାରି ଏଥିରେ କଟା କଞ୍ଚା ଲଙ୍କା ପକାନ୍ତୁ ଏହାକୁ ଭଲଭାବେ ଗୋଳାନ୍ତୁ ଓ ଭାଜନ୍ତୁ ଏହାକୁ ବଡି କରେଇରେ ମିଶାନ୍ତୁ  ଓ ଭଲଭାବେ ଗୋଳାଇ କଟା ଧନିଆ ପତ୍ର ପକାଇ ପରସନ୍ତୁ  ଏହିପରି ଅନ୍ୟ ବଡିକୁ ମଧ୍ୟ ନେଇ ବ୍ୟଞ୍ଜନ କରି ପାରିବେ  ଏହା ଅତି ସହଜ , ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ।