* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

May 1, 2016

ମସାଲା ରାଇସ - MASALA RICE

ମସାଲା ରାଇସ - MASALA RICE
ସାମଗ୍ରୀ:-

ଭାତ ୨ କପ, ଜୀରା ଓ ସୋରିଷ ଅଧା କପ ଲେଖାଏ , ଭୃଶୁଙ୍ଗା ପତ୍ର ଅଳ୍ପ , କଞ୍ଚା ଲଙ୍କା ୧ ଟି , ପିଆଚ ୧ ଟି ,ଟମାଟୋ ୧ ଟି , ହେଙ୍ଗୁ ,ହଳଦୀ ,ଲଙ୍କାଗୁଣ୍ଡ ,ଗରମ ମସାଲା ,ଧଣିଆଗୁଣ୍ଡ ,ପାନମଧୁରୀ ଗୁଣ୍ଡ ଅଳ୍ପ ଅଳ୍ପ କରି , ରିଫାଇନ ତେଲ ୨ ଚାମଚ , ଲୁଣ ସ୍ଵାଦ ଅନୁସାରେ , ଧଣିଆପତ୍ର

ପ୍ରସ୍ତୁତି  ପ୍ରଣାଳୀ:


କରେଇରେ ପ୍ରଥମେ ତେଲ ଗରମ କରି ସୋରିଷ ଓ ଜୀରା ଫୁଟଣ କରନ୍ତୁ । ଏଥିରେ କଟା ପିଆଜ ପକାଇ ଭାଜନ୍ତୁ ପିଆଜ  ଭାଜି ହୋଇଆସିଲେ ସେଥିରେ ଭୃଶୁଙ୍ଗାପତ୍ର, କଟା ଲଙ୍କା ପକାଇ ଭାଜନ୍ତୁ ଆଞ୍ଚ ହଲକା କରି ଏଥିରେ ହେଙ୍ଗୁ ଓ ସବୁ ମସାଲା ଗୁଣ୍ଡ ପକାଇ ୧ ମିନିଟ ଭାଜନ୍ତୁ ଏଥିରେ ଆଗରୁ ତିଆରି କରି ରଖି ଥିବା ଭାତ ମିଶାଇ ଭଲ ଭାବରେ ଗୋଳାନ୍ତୁ ୨ ମିନିଟ ପରେ ଆଞ୍ଚ ବନ୍ଦ କରନ୍ତୁ ।  ସାଲାଡ, ଆଚାର ,ରାଇତା ଆଦି ସହିତ ଏହାକୁ ପରସନ୍ତୁ ତିଆରି ନିଜେ ଖାଆନ୍ତୁ   ଓ ଅନ୍ୟକୁ ଖୁଆନ୍ତୁ