* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Feb 20, 2016

ଅମୃତଭଣ୍ଡା ଲଡୁ – PAPAYA LADU

ଅମୃତଭଣ୍ଡା ଲଡୁ – PAPAYA LADU

ସାମଗ୍ରୀ:-

ଅଧା ପାଚିଥିବା ଅମୃତଭଣ୍ଡା ୫୦୦ ଗ୍ରାମ, ଚିନି ଗୁଣ୍ଡ ୫୦୦ ଗ୍ରାମ, ଖୁଆ  ୨୫୦ ଗ୍ରାମ, ନଡିଆ କୋରା ୫୦୦ ଗ୍ରାମ , ଗୁଜରାତି ୬/୭ ଟି , କେଶର ସାମାନ୍ୟ    
                     
ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ ଅମୃତଭଣ୍ଡା ଚୋପା ଛଡାଇ କାଟି ମୋଟା ମୋଟା କରନ୍ତୁ ଗରମ କରେଇରେ ଘିଅ ଓ ୫ ଟି ଗୁଜରାତି ପକାଇ ଛୁଙ୍କ ଦେଲାପରେ ଏଥିରେ ଅମୃତଭଣ୍ଡା ପକାଇ  ଘୋଡାଇ ଦିଅନ୍ତୁ ଅମୃତଭଣ୍ଡା ୩/୪ ମିନିଟ ପରେ ଘୋଡଣି କାଢି ଧିମା ଆଞ୍ଚରେ ସୁନେଲି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ କୁରୁକୁରେ ପରି ହେଲେ ଆଞ୍ଚରୁ କାଢି ରଖନ୍ତୁ ଏବେ ଅନ୍ୟ ଏକ କରେଇରେ ଧିମା ଆଞ୍ଚରେ ଖୁଆକୁ ଭାଜନ୍ତୁ ଯେପରି ଲାଲ ରଙ୍ଗ ହେଇଯିବ   ଉଭୟ ଥଣ୍ଡା ହେଇଗଲାପାରେ  ଭଜା ହୋଇଥିବା ଅମୃତଭଣ୍ଡା, ଖୁଆ, ଚିନି,ନଡିଆ କୋରା ମିଶାଇ ଛୋଟ ଲଡୁ ଆକାରରେ କରି ଦିଅନ୍ତୁ ଥଣ୍ଡା ହେଇଗଲାପରେ ପରସନ୍ତୁ ଏହା ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ମଧ୍ୟ । 

No comments:

Post a Comment