* *** WISH YOU ALL A HAPPY Diwali ...... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Dec 20, 2015

ଜଲିପି -Jalipi




ଜଲିପି -Jalipi
ସାମଗ୍ରୀ:-
ମଇଦା -୧୫୦  ଗ୍ରାମ , ଚିନି – ୧୫୦  ଗ୍ରାମ ,  ଦହି  - ଅଧକପ , ରିଫାଇନ – ଆବଶ୍ୟକ  ଅନୁଯାଇ , ବିରି – ୫୦ ଗ୍ରାମ  ।

ପ୍ରସ୍ତୁତି  ପ୍ରଣାଳୀ: -

ବିରିକୁ   ପାଣିରେ  ଭିଜାଇ  ରଖିବେ    କିଛି   ସମୟ  ପରେ  ବିରିକୁ  ବାଟି  କରି  ରଖିବେ   ରାତିରେ  ବିରିବଟା , ମଇଦା  ଓ  ଦହିରେ  ପାଣି  ମିଶାଇ  ଭଲଭାବରେ  ଗୋଳାଇ  ରଖିବେ । ଏହି  ମିଶ୍ରଣକୁ  ରାତିସାରା  ପଦାରେ  ରଖିବେ । ସକାଳୁ  ଚିନିରେ   ସିରା  ପ୍ରସ୍ତୁତ  କରିବେ  । ରିଫାଇନ  ତେଲକୁ  କଡେଇରେ  ଗରମ  କରିବେ । ଗୋଟିଏ   କପଡା  କିମ୍ବା  ସଡେଇରେ  ମଝିରୁ  କଣା  କରି  ମଇଦା  ମିଶ୍ରଣକୁ  ତେଲରେ  ପକାଇ  ଛାଣିବେ । ଏହାପରେ  ତାକୁ  ସବୁ  ସିରାରେ  ବୁଡାଇ  ଥାଳିରେ   ସଜାଡିକରି  ରଖନ୍ତୁ  

No comments:

Post a Comment