* *** WISH YOU ALL A HAPPY Diwali ...... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Aug 20, 2015

ଗାଜର ସୁପ୍- Carrot Soup

ଗାଜର  ସୁପ୍- Carrot Soup
ପ୍ରସ୍ତୁତି  ସାମଗ୍ରୀ – 

ଗାଜର  ୨୦୦ ଗ୍ରାମ , ପିଆଜ ୧ ଟି , ମୁଗଡାଲି  ବଡ  ଚାମଚରେ  ୧ ଚାମଚ , ସରକଢା  କ୍ଷୀର  ୧ କପ୍, ଗୋଲମରିଚଗୁଣ୍ଡ ଛୋଟ  ଚାମଚରେ  ୧ ଚାମଚ , ଆବଶ୍ୟକ  ଅନୁଯାଇ  ଲୁଣ 

ପ୍ରଣାଳୀ  -

ଗାଜର  ଓ ପିଆଜକୁ  ବଡ ବଡ  ଖଣ୍ଡ  କରି  କାଟି  ରଖନ୍ତୁ  ୩ କପ୍ ପାଣି  ଓ ମୁଗଡାଲି  ଦେଇ  ପ୍ରେସରକୁକରରେ  ରାନ୍ଧି  ଦିଅନ୍ତୁ  ସିଝିଗଲେ  ମିକସିରେ   ପେଷିଦିଅନ୍ତୁ  କ୍ଷୀରକୁ  ଫୁଟାଇ  ସୁପରେ  ମିଶାନ୍ତୁ  ଲୁଣ ଓ  ଗୋଲମରିଚଗୁଣ୍ଡ  ଦେଇ  ୧  ମିନିଟ  ଫୁଟେଇ  ଦିଅନ୍ତୁ  ଏବେ  ପ୍ରସ୍ତୁତ  ହୋଇଗଲା  ଗାଜର  ସୁପ୍ ଏହାକୁ  ଗରମ  ଗରମ  ପିଇବାକୁ  ଦିଅନ୍ତୁ  ଏହା  ଦେହ  ପକ୍ଷେ  ବହୁତ  ଭଲ 

No comments:

Post a Comment