* *** WISH YOU ALL A HAPPY Diwali ...... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 20, 2015

କଷ୍ଟାଡ-Custard

କଷ୍ଟାଡ-Custard
ପ୍ରସ୍ତୁତି  ସାମଗ୍ରୀ  - 

କ୍ଷୀର ୧ /୨  ଲି . ,   କଷ୍ଟାଡ  ପାଉଡର  - ୪  ଚାମଚ ,ଚିନି – ୧ କପ୍ , ସେଓ  - ୧ ଟି , କଦଳୀ  -  ୧ ଟି , କିଛି  କାଜୁ 
ପ୍ରଣାଳୀ  -
 ପ୍ରଥମେ  କ୍ଷୀର  ଫୁଟାଇବା  କ୍ଷୀର  ଫୁଟିଗଲା  ପରେ  ଗୋଟିଏ  ଗିନାରେ  ସେଇ  କ୍ଷୀରରୁ  କିଛି  କ୍ଷୀର  ଥଣ୍ଡା  କରିବା  କ୍ଷୀର ଥଣ୍ଡା   ହୋଇଗଲେ  ସେଥିରେ  କଷ୍ଟାଡ  ପାଉଡର   ଗୋଳାଇବା  ଫୁଟା   କ୍ଷୀରରେ  ଚିନି  ଗୋଳାଇବା  ତା  ପରେ  କଷ୍ଟାଡକୁ  କ୍ଷୀରରେ  ପକାଇ    ଗୋଳାଇବା  ଯେପରି  ବହଳିଆ  ହେବ  ଏବେ  ଚୁଲି  ଲିଭାଇ  ଦେଇ  ଥଣ୍ଡା  କରିବା  ଏବେ  ଫଳକୁ  ଛୋଟ  ଛୋଟ  କରି    କାଟିବା  ଏବେ  କଷ୍ଟାଡକୁ  ଗୋଟିଏ  ଗିନାରେ   କିଛି  ଆଣି   ତା  ଉପରେ  କଟା  ଯାଇଥିବା   କିଛି  ଫଳ  ଓ  କାଜୁକୁ  ପକାଇବା  ( ଆପଣ  ଫଳ  ବଦଳରେ  ଚକଲେଟ  ନେଇ  ପାରିବେ  ) ।  ଏବେ    ପ୍ରସ୍ତୁତ   ହୋଇଗଲା  କଷ୍ଟାଡ ଏହାକୁ  ଫ୍ରିଜ୍  ରେ  ୫/୧୦  ମିନିଟ   ରଖି  ଖାଇଲେ   ବହୁତ  ଭଲ  ଲାଗେ  ।    


No comments:

Post a Comment